ଆସନ୍ତା ୧୫ ତାରିଖରେ RSSର କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ : ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ

5

ଭୁବନେଶ୍ୱର,୧୧/୧୦(ଏଜେନ୍ସି) : ଓଡ଼ିଶା ଆସିବେ ମୋହନ ଭାଗବତ ଓ ଜେପି ନଡ୍ଡାତେବେ ୧୫ ତାରିଖରେ ଏହି କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେବେ। ସେ ୧୮ ତାରିଖ ପର୍ଯ୍ୟନ୍ତ ରହିବେ। RSSର କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି । ତେବେ ୧୫ ତାରିଖରେ ଏହି କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେବେ। ସେ ୧୮ ତାରିଖ ପର୍ଯ୍ୟନ୍ତ ରହିବେ। RSSର କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି।

ADVERTISEMENT