ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ୨ ଦିନିଆ ଭାରତ ଗସ୍ତ

13

ନୂଆଦିଲ୍ଲୀ, ୧୧/୧୦(ଏଜେନ୍ସି) : ଆଜିଠୁ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ୨ ଦିନିଆ ଭାରତ ଗସ୍ତରେ ଆସିବେ । ଚେନ୍ନାଇରେ ଦ୍ବିତୀୟ ଅନୌପଚାରିକ ଶିଖର ସମ୍ମେଳନିରେ ଯୋଗଦେବେ । ଜିନ୍‌ପିଙ୍ଗଙ୍କ ସହ ଆସିବେ ବୈଦେଶିକ ମନ୍ତ୍ରୀ ଓ ପଲିଟ୍ ବ୍ୟୁରୋ ସଦସ୍ୟ, ମହାବଳୀପୁରମ୍‌ରେ ଜିନ୍‌ପିଙ୍ଗଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି ।

ADVERTISEMENT