ଜୁଆଆଡା ଚଢ଼ାଉ, ପୂର୍ବତନ କର୍ପୋରେଟର ଗିରଫ ଆଠ ଲକ୍ଷ ଟଙ୍କା ଜବତ

14

ବ୍ରହ୍ମପୁର,୧୧/୧୦,(ଗୁରୁ ପ୍ରସାଦ) : ବ୍ରହ୍ମପୁର ଜୁଆ ଖେଳୁଥିବା ସମୟରେ ଗିରଫ ହୋଇଛନ୍ତି ପୂର୍ବତନ କର୍ପୋରେଟର, ବର୍ତମାନ ସେ ବିଜୁ ଛାତ୍ର ଜନତା ଦଳର ଗଂଜାମ ଜିଲ୍ଲା ସାଧାରଣ ସମ୍ପାଦକ ଏମ.ତେଜେଶ୍ୱର ସ୍ୱାମୀଙ୍କ ସହ ସ୍କୁଲ ଶିକ୍ଷକ,ସ୍କୁଲ କିରାଣୀ ଏବଂ ବହୁତ ପରିଚିତ ବ୍ୟକ୍ତିଙ୍କ ସହ ଆଠଲକ୍ଷ ଟଙ୍କା ବ୍ରହ୍ମପୁର ଟାଉନ ପୋଲିସଙ୍କ ଦ୍ୱାରା ଜବତ କରାଯାଇଛି ।

ADVERTISEMENT