ବେଆଇନ ଗୋରୁ ଚାଲାଣ ଅଭିଯୋଗରେ,୨ଟି ଗୋରୁ ବୋଝେଇ କଣ୍ଟେନର ଅଟକ

10

ବାଲେଶ୍ବର,୧୨/୧୦,(ଏଜେନ୍ସି ) : ବାଲେଶ୍ବର ଖନ୍ତାପଡ଼ାରେ ୨ଟି ଗୋରୁ ବୋଝେଇ କଣ୍ଟେନର ଅଟକ, ବେଆଇନ ଚାଲାଣ ଅଭିଯୋଗରେ କଣ୍ଟେନର ଅଟକାଇଲେ ଲୋକେ, ଭଦ୍ରକରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ବଳେ ଏହାକୁ ଅଟକରଖି ପୋଲିସକୁ ଏତଲା ଦେଇଛନ୍ତି ।

ADVERTISEMENT