ପିଲାଙ୍କ ସହ ମଧ୍ୟାହ୍ନ ଭୋଜନରେ ଭାତ-ଚିକେନ୍ ଖାଇ ନିଲମ୍ବିତ ହେଲେ ବ୍ଲକ ଶିକ୍ଷା ଅଧିକାରୀ

15

ସୁନ୍ଦରଗଡ଼ ,୧୨/୧୦,(ଏଜେନ୍ସି) :ସ୍କୁଲ୍ ରେ ସବୁଦିନ ମାଧ୍ୟାନ ଭୋଜନ ଖାଇବା ଭଳି ପିଲାମାନେ ମାଧ୍ୟାନ ଭୋଜନ କରୁଛନ୍ତି । ପିଲାଙ୍କ ସହ ମଧ୍ୟାହ୍ନ ଭୋଜନରେ ଚିକେନ୍ ଖାଇ ଚାକିରିରୁ ନିଲମ୍ବିତ ହେଲେ ବ୍ଲକ ଶିକ୍ଷା ଅଧିକାରୀ ବିନୟ ପ୍ରକାଶ ସାଏ । ବଣାଇଁ ତିଲେଇମାଲ ସ୍କୁଲରେ ବିଇଓ ମଧ୍ୟାହ୍ନ ଭୋଜନରେ ପିଲାଙ୍କ ସହ ଭାତ-ଚିକେନ୍ ଖାଇଥିଲେ । ଏହାପରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ପଦକ୍ଷେପ ନେଇଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ବିଇଓ ବିନୟ ପ୍ରକାଶଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ।

ADVERTISEMENT