CDMOଙ୍କ ନିଲମ୍ବନକୁ ବିରୋଧ କରି ବିଜେପିର ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା,

6

ସୁନ୍ଦରଗଡ଼,୧୪/୧୦(ଏଜେନ୍ସି) : ସୁନ୍ଦରଗଡ଼ CDMOଙ୍କ ନିଲମ୍ବନକୁ ବିରୋଧ କରି ବିଜେପିର ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା, ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି । ସ୍କୁଲ, କଲେଜ ଓ ଗାଡ଼ି ମୋଟର ଚଳାଚଳ ବନ୍ଦରୁ ବାଦ୍ ପଡି ନାହିଁ , ସୁନ୍ଦରଗଡ଼ CDMO ନିଲମ୍ବନ ନିଷ୍ପତ୍ତିକୁ OMSAର ମଧ୍ୟ ନିନ୍ଦା-ବିରୋଧ କରାଯାଇଛ ।

ADVERTISEMENT