ଭାରତୀୟ ଜନତା ପାର୍ଟିର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

8

ସାନଖେମୁଣ୍ଡି,୧୬/୧୦ (ଗୁରୁ ପ୍ରସାଦ) :ବୁଦ୍ଧେଶ୍ୱର ମନ୍ଦିର ପ୍ରାଣଙ୍ଗରେ ଭାରତୀୟ ଜନତା ପାର୍ଟିର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁ ଏବଂ ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେଏମ.ଚିନ୍ମୟ ରେଡି ଏବଂ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ମିଡ଼ିଆ ସେଲ ସଭାପତି ସୁଦର୍ଶନ ଚୌଧୁରୀ ଓ ଏଥିରେ ଅନ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ ପାପ୍ପା ରାଓ, T.ମୁନେଶ ଦୋରା, ମିଡ଼ିଆରୁ ଜିଲୁ ପ୍ରଧାନ, ସୁକାନ୍ତ କୁମାର ଖୁଣ୍ଟିଆ ଏବଂ ବହୁ ସଂଖ୍ୟାରେ ସାଧରଣ ଜନତା ଯୋଗଦାନ କରିଥିଲେ ।

ADVERTISEMENT