ମେଡିକାଲ କଲେଜ ଘୋଷଣ ପରେ ଦାରିଙ୍ଗବାଡ଼ିରେ ଖୁସିର ଲହରୀ

15

ଦାରିଙ୍ଗବାଡି, ୧୭/୧୦ (ପ୍ରିୟ ରଞ୍ଜନ ନାୟକ) : କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ଘୋଷଣା କରିଥିବାରୁ ଦାରିଙ୍ଗବାଡି ବ୍ଲକ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣେଇବା ସହ ଦାରିଙ୍ଗବାଡି ଚାରିଛକରେ ଖୁସିର ଉତ୍ସବ ବନେଇବା ସହ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ୍ୟ ଅର୍ପଣ କରିଥିଲେ ଏହି ଉତ୍ସବରେ ଦାରିଙ୍ଗବାଡି ବ୍ଲକ ସାଂସଦ ପ୍ରତିନିଧି କ୍ଷତ୍ରିୟ ବଳ, କିସ କଲେଜର ସୁରଜ ରାୟ, ଡ଼ିକେ ସୋରେନ ଓ ଅନୁରାଗ, ବିଜେଡି ଯୁବକର୍ମୀ ଫିରୋଜ, ଦେବାନନ୍ଦ, ଆକାଶ, ଶାନ୍ତୁନୁ, ତୋଫାନ ଉପସ୍ଥିତ ରହି ଏହି ଉତ୍ସବ କରିଥିଲେ ।

ADVERTISEMENT