କନ୍ଧମାଳରେ ବି.ଜେ.ଡି ସଭ୍ୟ ସଂଗ୍ରହ ଅଭିଯାନ

26

କନ୍ଧମାଳ, ୧୭/୧୦ (ସୁରେଶ ପଣ୍ଡା ) : କନ୍ଧମାଳ ଜିଲ୍ଲା ସାଂସଦ ଶ୍ରୀ ଡ଼. ଅଚ୍ୟୁତ ସାମନ୍ତ ଫୁଲବାଣୀ ଗସ୍ତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ମେଡିକାଲ କଲେଜ, ସଭ୍ୟ ଓ ସଭ୍ୟା ସଂଗ୍ରହ ଅଭିଯାନ ଉପରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ଫୁଲବାଣୀ ସର୍କିଟ ହାଉସ ଠାରେ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବାଲିଗୁଡା ପୂର୍ବତନ ବିଧାୟକ ରାଜୀବ ପାତ୍ର, କନ୍ଧମାଳ ଜିଲ୍ଲା ପରିଷଦ ଅଧକ୍ଷା ଆଙ୍କାକ୍ଷା ପ୍ରଧାନ, ରୁଦନ କହଁର, ବାଲିଗୁଡା ଏ ନଏ ସି ଅଧକ୍ଷା ମମତା ବେହେରା, ବାଲିଗୁଡା ଉପାଧକ୍ଷ ଲୋକନାଥ ପାଢ଼ୀ, କୋଟଗଡ଼ ସାଂସଦ ପ୍ରୀତିନିଧି ମନୋଜ ସାବତ, ବିଜେଡିର ବହୁ ବରିଷ୍ଠ କର୍ମୀ ଓ ଯୁବ କର୍ମୀ ଯୋଗଦେଇଥିଲେ ।

ADVERTISEMENT