ବାଲିଗୁଡା ଏନଏସି ତରଫରୁ ପଲିଥିନ ଓ ପ୍ଲାଷ୍ଟିକ ଜବତ

23

ବାଲିଗୁଡ଼ା,୧୯/୧୦(ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ତରଫରୁ ପଲିଥିନ ଓ ପ୍ଲାଷ୍ଟିକ ଜବତ କରାଯାଇଛି । ଏହି ଜବତ ବାଲିଗୁଡା ବସ ଷ୍ଟାଣ୍ଡି ପାଖାପାଖି ବହୁତ ଦୋକାନରେ ତଦାରଖ କରାଯାଇଛି ବହୁ ପରିମାଣ ପଲିଥିନ, ପ୍ଲାଷ୍ଟିକ ଗ୍ଲାସ ଓ କିଛି ଜୋରିମାନା ଆଦାୟ କରାଯାଇଥିଲା । ଏହି ଚଢ଼ାଉ ବେଳେ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ, ପରିମଳ ଅଧିକାରୀ ରାଜକିଶୋର ସାହୁ, ଅଭିଷେକ ପ୍ରଧାନ ଓ ଅଫିସ କର୍ମଚାରୀଙ୍କ ଉପସ୍ଥିତରେ ହୋଇଥିଲା ।

ADVERTISEMENT