ବ୍ରହ୍ମପୁର ସହରରେ ପ୍ରଶାସନ ତରଫରୁ ଜବରଧକଲ ଉଛେଦ

15

ବ୍ରହ୍ମପୁର, ୧୯ା୧୦(ଇ.ରଞ୍ଜନ ) : ବ୍ରହ୍ମପୁର ହରଢାଖଣ୍ଡି ଅଞ୍ଚଳ ଠାରୁ ବାଲୁଙ୍କେଶ୍ୱର ମନ୍ଦିର ଦେଇ ପୁରୁଣା ବ୍ରହ୍ମପୁର ହାଇସ୍କୁଲ ହରିଜନ ସାହି ପର୍ଯ୍ୟନ୍ତ ବହୁ ଦିନ ଧରି ସରକାରୀ ଜାଗା ବା ମୁଖ୍ୟ ରାସ୍ତାକୁ ଆକ୍ରମଣ କରିଥିବା ସାଧାରଣ ବର୍ଗଲୋକଙ୍କୁ ନଭେମ୍ବର ୨ଠାରୁ ଉଛେଦ ପାଇଁ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ହାଇଥିବା ଶୁଣା ଯାଇଥିଲେ ।ମଧ୍ୟ ଅଞ୍ଚଳବାସି କର୍ଣ୍ଣପାତ ଦେଇନଥିଲେ l କାରଣ ଅଞ୍ଚଳର ବୁଦ୍ଧିଜୀବୀ ବାସିଙ୍କ ଅଭିଯୋଗ ଅନୁସାରେ ଘୋଷଣା ଏବେକାର ନୁଆଁ ନୁହେଁ ଦୀର୍ଘ ପାଞ୍ଚରୁ ସାତ ବର୍ଷ ଏମିତି ପ୍ରଶାସନ ଚେତାବନୀ କରୁଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ସୁନ ଦୀର୍ଘ ସାତ ବର୍ଷ ପରେ କାର୍ଯ୍ୟ ସଫଳ ହଇଥିବା କିଛି ଲୋକ ପ୍ରକାଶ କରୁଥିବା ବେଳେ କିଛି ଲୋକ ପ୍ରଶାସନକୁ ନିନ୍ଦା କରୁଥିବା ଶୁଣିବାକୁ ମିଳିଛି ଆଜି ଉପ-ଜିଲ୍ଲାପାଳ, ତହସିଲଦାର, ବି.ଏମ.ସି ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତରେ ଅଞ୍ଚଳର ବଡ଼ କୋଠା ବାଡ଼ି ସହ ଝୁପୁରୀ ଘର ଜେସିବି ମେସିନ ଦ୍ୱାରା ଭଙ୍ଗା ଯାଇଥିଲା।

ADVERTISEMENT