ବିଜେଡିର ଜନ ସମ୍ପର୍କ ପଦଯାତ୍ରା

24

ବ୍ରହ୍ମପୁର,୨୦/୧୦(ଇ.ରଞ୍ଜନ):ବ୍ରହ୍ମପୁର ମହାନଗର ସମ୍ପାଦକ ଉଦ୍ଧବ ବିଷୋୟୀଙ୍କ ନେତୃତ୍ୱରେ ନମ୍ବର ୱାର୍ଡରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଧର୍ମନଗର ଲକ୍ଷ୍ମୀନୃସିଂହ ସାହି, ହରିଡ଼ାଖଣ୍ଡି, ବାଲୁଙ୍କେଶ୍ୱର ମନ୍ଦିର ଛକ, ଆଗା ସାହି ଛକ ରେ ଏକ ଜନ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ସଙ୍ଗୀମିତ୍ରl ଦଳାଇ, ଲକ୍ଷ୍ମୀପ୍ରିୟା ପାଢୀ, ବି ଶ୍ରୀନିବାସ ପାତ୍ର, ଲକି ବିଶୋୟୀଙ୍କ ସହ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ l

ADVERTISEMENT