ଚାଷୀ ତାଲିମ କାର୍ଯ୍ୟକ୍ରମ

12

ରାୟଗଡା, ୨୧/୧୦ (ସୁଶାନ୍ତ ମହାରଣା) : ରାୟଗଡା ଜିଲ୍ଲା ର ଚାଷୀ ମାନଙ୍କୁ କାମ ଖର୍ଚ୍ଚ ଓ ଅଧିକ ଅଧିକ ଉତ୍ପାଦନ ପାଇଁ ସଠିକ ଉପଦେଶ ଓ ଚାଷ ପ୍ରତି ସଜାଗ ରଖିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଏହି ପଦକ୍ଷେପ। ନିତୀ ଆୟୋଗ ଦ୍ଵାରା ପ୍ରସ୍ତୁତ ଉଚ୍ଚକାକ୍ଷୀ ଚାଷୀଙ୍କ ସୁନେହରା କାଲ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ମାଷ୍ଟର ଟ୍ରେନେର ମାନଙ୍କୁ କିରୂପେ ଶିବିରରେ ଜମି ପ୍ରସ୍ତୁତିକରଣ ,ବିହନ ଚୟନ ଓ ଉପଚାର, ଚାରା ରୋପଣ, ଘାସ ଦମନ, ଜଳ ପରିଚାଳନା,କୀଟ ନିୟନ୍ତ୍ରଣ ଓ ଅମଳ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା ।ଏଥିରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ରଥ, ଡି ଏ ଓ କୃଷ୍ଣଚନ୍ଦ୍ର ସିଂଙ୍କ ସହ ମାଷ୍ଟେର ଟ୍ରେନର ମାନେ ଯୋଗ ଦେଇଥିଲେ।

ADVERTISEMENT