ବାଲିଗୁଡ଼ା ଜଗନ୍ନାଥ ମନ୍ଦିରର ଦୋକାନ ଗୃହର ଭଡ଼ା ନ ଦେଇଥିବାରୁ ଉଛେଦ

9

କେ.ନୂଆଗାଁ, ୨୧/୧୦ (ପ୍ରଶାନ୍ତ କୁମାର ନାୟକ) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଜଗନ୍ନାଥ ମନ୍ଦିରର ଦୋକାନ ଗୃହ ଭଡ଼ା ଦିଆଯାଇଥିଲା ହେଲେ ଏମାନଙ୍କ ବହୁ ଦିନର ଭଡ଼ା ବାକି ରହିଛି ଏମାନଙ୍କୁ ବାରମ୍ବାର ନୋଟିସ ଦିଆଗଲା ପରେ ମଧ୍ୟ୍ୟ କିଛି ଭଡ଼ା ନଦେଇଥିବାରୁ ଏଣ୍ଡୋମେଣ୍ଟ ନିଷ୍ପତି ଅନୁସାରେ ଜବରଦଖଲ ଉଛେଦ କରିବା ପାଇଁ ଦୋକାନ ଗୃହ ନିକଟରେ ନୋଟିସ ମରାଯାଇଛି ଆସନ୍ତା କାଲି ।

ADVERTISEMENT