ଏସ.ବି.ଆର କଲେଜରେ ଆତ୍ମସୁରଷା ତାଲିମ ଶିବିର

8

ବ୍ରହ୍ମପୁର, ୨୨/୧୦ (ଇ.ରଞ୍ଜନ ) : ଆତ୍ମସୁରକ୍ଷା ତାଲିମର ନୋଡାଲ ଅଫିସ ତଥା ସ୍ଥାନୀୟ ଏସବିଆର ମହିଳାକଲେଜ ପରିସରରେ ଆତ୍ମସୁରକ୍ଷା ତାଲିମ ନେଇ ଜିଲ୍ଲାସ୍ତରୀୟ କୋଡିନେଟର ମାନକଂ କମଶାଳା ଅନୁଷ୍ଟିତ ହୋଇଯାଇଛି । ଏଥିରେ କଲେଜର ଅଧକ୍ଷା ଡଃ.ସଂଗିତାଙ୍କ ଅଧକ୍ଷତାରେ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ରିଜିଓନାଲ ଡାଇରେକ୍ଟର ଏଲ.କେ.ତ୍ରିପାଠୀ ଯୋଗଦେଇଥିଲେ । ଜିଲ୍ଲା କୋଡିନେଟର ଡଃ.ଦେବରାଜ ସ୍ବାଇଁ କାଯ୍ୟକ୍ରମ ପରିଚାଳନା କରିଥିଲେ । କାଯ୍ୟକ୍ରମରେ ଗଂଜାମ ଜିଲ୍ଲାର ବିଭିନ୍ନ କଲେଜର ଅଧକ୍ଷ ଓ ସମସ୍ତ କୋଡିନେଟର ଉପସ୍ଥିତ ଥିଲେ । ଶେଷରେ ଡଃ.ନମିତା ମହାପାତ୍ର ଏହି ଧନ୍ୟବାଦ ଅର୍ପଣ କରି ସଭା ସମାପନ କରିଥିଲେ।

ADVERTISEMENT