ମୁକୁଳା ବିଦ୍ୟାଳୟ ପ୍ରଶାସନର ନଜର ପଡ଼ିବ କେବେ

10

ବାଲିଗୁଡ଼ା, ୨୨/୧୦ ( ବାଳକୃଷ୍ଣ ପାଢ଼ୀ) : ପ୍ରଶାସନର ନଜର ପଡ଼ିବ କେବେ ଏନେଇ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ଏଭଳି ଦେଖିବାକୁ ମିଳିଥିଲା କୋଟଗଡ଼ ବ୍ଲକ ସରକାରୀ ଉପ୍ରା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ପଢୁଛନ୍ତି । ବିଦ୍ୟାଳୟ ଘର ଚାରିପାଖ ଖୋଲା ହୋଇ ପଡି ରହିଛି । ବାରମ୍ବାର ଅଭିଯୋଗ କରିବା ସତ୍ୱେ ଏ ପର୍ଯ୍ୟନ୍ତ କେହି ଶୁଣି ନଥିବା ଅଭିଯୋଗ କରିଥିଲେ । ଛାତ୍ର ଛାତ୍ରୀଙ୍କ ଅଭିଭାବକ ଆଜିକୁ ୩ ବର୍ଷ ହେବ ଏ ଶ୍ରେଣୀ ଗୃହର କାମ ଅଧା ପନ୍ତରିଆ ହୋଇପଡ଼ିରହିଛି । ଏହାକୁ ଶୀଘ୍ର ମରାମତି ନ କରାଯାଏ ଯଦି ଛାତ୍ରଛାତ୍ରୀଙ୍କ କୌଣସି ଅସୁବିଧା ହୁଏ ତାହେଲେ ପ୍ରଶାସନ ଦାୟୀରହିବେ ବୋଲି ଅବିଭାବକ କହିଥିଲେ ।

ADVERTISEMENT