ମହାବିଦ୍ୟାଳୟ ସମସ୍ୟା କୁ ନେଇ ଛାତ୍ର ଛାତ୍ରୀ ଅସନ୍ତୋଷ

14

କୋରାପୁଟ/କୋଟପାଡ଼,୨୩/୧୦( ଦୟାନିଧି ପଟ୍ଟନାୟକ ) :ବର୍ଷେ ନୁହେଁ କି ଦୁଇ ବର୍ଷ ଆଜିକୁ 39 ବର୍ଷ ଧରି ସମସ୍ୟା ଘେରରେ ବାନ୍ଧି ହଇଛି ମହାବିଦ୍ୟାଳୟ। ମହାବିଦ୍ୟାଳୟ ସ୍ଥାପିତ ହୋଇଛି ହେଲେ ଜମି ପଟ୍ଟା ପାଇବାରୁ ବଞ୍ଚିତ।ଭିତ୍ତିଭୂମି ଠାରୁ ଆରମ୍ଭ କରି ଅନେକ ସମସ୍ୟାରେ ସନ୍ତୁଳି ହେଉଛି ମହାବିଦ୍ୟାଳୟ । ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ନଥିବା ଯୋଗୁଁ ଅତି କଷ୍ଟରେ କରୁଛନ୍ତି ଶିକ୍ଷା ଅଧ୍ୟୟନ । ଛଅଟି ଶ୍ରେଣୀ ଗୃହରେ ଅଧ୍ୟୟନ କରୁଛନ୍ତି ୭୦୬ ଛାତ୍ର ଛାତ୍ରୀ ।

ADVERTISEMENT