ପ୍ରବଳ ବର୍ଷା ଯୋଗୁଁ ଭୁସ୍ଖଳନ ; ପାହାଡ଼ ଉପରୁ ବିଶାଳକାୟ ପଥର ଖସି ରାସ୍ତା ବନ୍ଦ

18

ରାୟଗଡା ,୨୪/୧୦(ଏଜେନ୍ସି) : ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ପୁଟାସିଂ ନିକଟ ରେଜିଙ୍ଗତାଲ ଘାଟିରେ ଅତି ପ୍ରବଳ ବର୍ଷା ଯୋଗୁଁ ପଥର ଧସିଛି । ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନ ହୋଇ ବହୁ ବଡ଼ ବଡ଼ ପଥର ଖଣ୍ଡ ପାହାଡ଼ ଉପରୁ ଖସି ରାସ୍ତାରେ ପଡିଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ADVERTISEMENT