ଅଟୋ-ଟାଟାଏସି ମାଲିକ ଗୋଷ୍ଟୀ ମାରପିଟ ,୩ଜଣଙ୍କୁ କୋର୍ଟ ଚାଲାଣ।

10

କୁକୁଡାଖଣ୍ଡି,୨୪/୧୦(ଇ.ରଞ୍ଜନ) : ସଦରଥାନା ଅନ୍ତଗତ ଯୋଗିଆପଲ୍ଲୀ ଗ୍ରାମରେ ଯାତ୍ରୀ ପରିବାହନକୁ ନେଇ ଅଟୋ ଓ ଟାଟାଏସି ମାଲିକକଂ ମଧ୍ୟରେ ମାରପିଟ ହୋଇଥିଲା। ଘଟଣାରୁ ପ୍ରକାଶଯେ ଯୋଗିଆପଲ୍ଲୀର ବିନୋଦ ସାହୁ କିଛି ଯାତ୍ରୀ କୁଂ ନିଜ ଅଟୋରେ ନେଇଥିଲେ ଅନ୍ୟପଷେ ରାକେଶ ସାହୁ ନିଜ ଟାଟାଏସି ଯୋଗେ ଗଣ୍ଡଳା ଯିବାକୁ ବାହାରିଥିଲେ କିନ୍ତୁ ରାକେଶଙ୍କ ଟାଟାଏସିରେ ଯିବା ଲୋକଙ୍କୁ ବିନୋଦ ନିଜ ଅଟୋରେ ନେଇଯାଇଥିଲେ । ଏହାକୁ ବିନୋଦ ବିରୋଧ କରି ରାକେଶଙ୍କୁ ବାଟରେ ଅଟକାଇ ମାଡ ମାରିବାସହ ଟାଟଏସି ଭାଗିଂ ଦେଇଥିଲେ। ଫଳରେ ରାକେଶକୁ ମାଡ ହେବା ଫଳବରେ ନିଜ ସାଙ୍ଗମାନକୁ ଉକ୍ତ ସ୍ଥାନକୁ ଡକାଇଥିଲେ କିନ୍ତୁ ଉଭୟକଂ ଝଗଡାରେ ୩ଟି ଟାଟାଏସି ଭାଗିଂଯାଇଥିଲା। ଏନେଇ ଉଭୟ ପଷରୁ ୨ଟି ଏତଲା ସଦରଥାନାରେ ଦେଇଥିଲେ । ଉକ୍ତଏତଲା ଆଧାରରେ ସଦରପୋଲିସ ୨୮୮/୧୯,୨୮୯/୧୯ ରେ ମାମାଲା ରୁଜୁ କରି ଦିଲ୍ଲିପ ପଟନାୟକକଂ ସହ ୩ଜଣକୁଂ ଗିରଫକରି କୋର୍ଟ ଚାଲାଣ କରାଯାଇଥିବା ସଦରଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି।

ADVERTISEMENT