ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ ତେଜିଲା

10

କୋରାପୁଟ, ୨୪ା୧୦(ଦୟାନିଧି ପଟ୍ଟନାୟକ ): କୋରାପୁଟ ଜିଲ୍ଲାରେ ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ। କୁନ୍ଦୁରା ପରେ ଏବେ କୋଟପାଡର ମୂର୍ତ୍ତାହାଣ୍ଡିରେ ମଦ ବିରୋଧରେ ଏକାଠି ହେଲେ ଶହ ଶହ ଆଦିବାସୀ ମହିଳା ଓ ପୁରୁଷ। ଦେଶୀ ମଦ ଭାଟି ଭାଂଗିବା ସହ ଲୁଚା ଛପାରେ ଘରେ ଘରେ ରନ୍ଧା ହେଉଥିବା ମଦ ପୋଚକୁ ନଷ୍ଟ କଲେ।କେବଳ ଏତିକି ନୁହଁ ଗାଁ ଗାଁ ବୁଲି ମଦ ବିରୋଧରେ ଲୋକଙ୍କୁ ସଚେତନ କରିଥିବା ବେଳେ ଚୋରା ମଦ ମାଫିଆଙ୍କୁ ଆଗାମୀ ଦିନରେ ଉଚିତ ଶିକ୍ଷା ଦେବାକୁ ନିଷ୍ପତ୍ତି ବି ନେଈଛନ୍ତି ଏମାନେ।

ADVERTISEMENT