ମାଓବାଦୀଙ୍କ ଜାତୀୟ ରାଜପଥ ଏନଏଚ 59ରାସ୍ତା ଅବରୋଧ

7

କନ୍ଧମାଳ,୨୫/୧୦(ସୁରେଶ ପଣ୍ଡା ): କନ୍ଧମାଳ ଜିଲ୍ଲା ଗୋପାଳପୁର ରାଇପୁର ଏନଏଚ 59ରାସ୍ତାରେ ମାଓବାଦୀ ଗଛ ପକାଇ ରାସ୍ତା ଅବରୋଧ କରିବାର ଆଜି ସକାଳୁ ଦେଖିବାକୁ ମିଳିଥିଲା ଏହା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କନ୍ଦିବାନ୍ଦ’ଓ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ପନ୍ଦରମାଇଲି ଗ୍ରାମ ପାଖରେ ପକାଯାଇଛି । ଯାହା ଫଳରେ ଗାଡ଼ି ଚଳାଚଳ ବନ୍ଦ ଅଛି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ ଚଳାଇଛନ୍ତି ।

ADVERTISEMENT