ମାଓବାଦୀଙ୍କ ଦ୍ୱାରା ହୋଇଥିବା ରାସ୍ତା ଅବରୋଧ ହଟାଇ ଗାଡ଼ି ଚଳାଚଳ ସ୍ୱାଭାବିକ କରାଯାଇଛି

16

ବାଲିଗୁଡ଼ା,୨୫/୧୦(ଟିକି ଦଣ୍ଡିଆ) : ମାଓବାଦୀଙ୍କ ଦ୍ୱାରା ହୋଇଥିବା ରାସ୍ତା ଅବରୋଧ 127ନମ୍ବର ବାଟାଲିୟନ ଅଗ୍ନିଶମ ବ୍ରିଗେଡ଼, ତୁମୁଡିବନ୍ଧ ଥାନା ଭାର ପ୍ରାପ୍ତ ଅଧିକାରୀ ଓ ବିଡ଼ିଡ଼ି ସ୍କ୍ୱାଡ଼ ଅଫ 8ଥ ବାଟାଲିୟନ ସିଆରପିଏଫଙ୍କ ଦ୍ୱାରା ରାସ୍ତାରେ ପଡିଥିବା ଗଛ, ବମ ଓ ଡିନାମାଇଟ କଢ଼ା ଯାଇଥିଲା ଏହା ପରେ ଡିନାମାଇଟକୁ ଫୁଟାଯାଇଥିବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ନିଜ ଜୀବନ ବାଜି ଲଗାଇ ସମସ୍ତ ସିଆରପିଏଫ ଏସଆଇଙ୍କ ନେତୃତ୍ୱରେ ହୋଇଥିବାରୁ ବହୁତ ଧନ୍ୟବାଦ ଦେବାସହ କୃତଙଜ୍ଞତା ଜଣାଇଥିଲେ ।

ADVERTISEMENT