ମର୍ମନ୍ତୁଦ ସଡକ ଦୁର୍ଘଟଣା

11

କୁକୁଡ଼ାଖଣ୍ଡି,୨୬/୧୦(ଇ.ରଞ୍ଜନ ) : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଡା ସ୍ଥିତ ଗ୍ରାମ ବିକାଶ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କ ମୁର୍ତ୍ୟୁ ଘଟିଛି ଘଟଣା ସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ସବ ବ୍ୟବଛେଦ ନିମନ୍ତେ ତାଙ୍କୁ 108ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିଲେ । ସେହି ବ୍ୟକ୍ତି ଜଣକ ନରସିଂହପୁର ଗ୍ରାମର ଲଣ୍ଡା ଗୌଡ଼ (35)ସେ ଟlମଣlରୁ ମହୁଡା ଦେଇ ବାଇକ ଯୋଗେ ଆସୁଥିବା ବେଳେ ଅଜଣା ଗାଡି ଧକ୍କା ଦେଇଥିବା ଯୋଗୁଁ ଘଟଣାସ୍ଥଳ ହିଁ ମୁର୍ତ୍ୟୁ ହୋଇଥିବା ସୂଚନା ମିଳିଛି ।

ADVERTISEMENT