ଅନାଥ ପିଲାଙ୍କ ସହ ପାଳିଲେ ଦୀପାଳୀ ଗଜପତି ଜିଲ୍ଲାପାଳ

33

ପାରଳାଖେମୁଣ୍ଡି,୨୮।୧୦(ପ୍ରଭାତ ପାତ୍ର ) : ଗଜପତି ଜିଲ୍ଲାପାଳଙ୍କ ଏକ ନୂଆଁ ରୁପ କିଏ କେବେ ଲୋକେ ଭାବିନଥିଲେ । ତହା କରି ଦେଖାଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହା ଦୀପାବଳି ସମସ୍ତଙ୍କ ପାଇଁ ଆନନ୍ଦର ପର୍ବ ଏହାକୁ କିପରି କେମିତି ଏହି ଦିନକୁ ଖାସ୍ ବନେଇବେ ବହୁ ଦିନ ଆଗରୁ ଚିନ୍ତା କରନ୍ତି କିନ୍ତୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଗତ କାଲି ସନ୍ଧ୍ୟରେ ନବଜୀବନ ଅନାଥ ଆଶ୍ରମରେ ଛାତ୍ରୀ ମାନେଙ୍କ ସହ ଦୀପାବଳିର ଆନନ୍ଦର ଉତ୍ସବ ସମୟ ବିତାଉଛନ୍ତି। ଅନ୍ତରିକତାର ଏକ ଉଦାହରଣ ଦେଇଛନ୍ତି ଗଜପତି ଜିଲ୍ଲାପାଳ। ଛାତ୍ରୀମାନଙ୍କ ମନରେ ଏକ ହସର କିରଣ ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହା। ଏହି ଆଶ୍ରମର ସମସ୍ତ ଛାତ୍ରୀ ଜୀବନ ସାରା ମନ ରଖିଲା ପରି ପାଳନ କରାଯାଇଛି ।

ADVERTISEMENT