ମିଠା ବାଣ୍ଟିଲେ ,ମଧ୍ୟାହ୍ନ ଭୋଜନ କଲେ ପାଣ୍ଡିଆନ

8

ଭୁବନେଶ୍ୱର,୨୮।୧୦(ଏଜେନ୍ସି) : ପୁଣି ଚର୍ଚ୍ଚା ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ. ପାଣ୍ଡିଆନ ଆଜି ଏମିତି କିଛି କାର୍ଯ୍ୟ କରିଛନ୍ତି ଯେ କେହି ଭି ଦେଖିଲେ ଆଖି ଫେରାଇବେନି ମଧ୍ୟାନ ସମୟ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ହଠାତ ପିଲାମାନେ ଅନାଇ ରହିଲେ ଧଳା ରଙ୍ଗର କାର କୁ ! ଓହ୍ଲାଇଲେ ରାଜ୍ୟର ୫ଟି ସଚିବ ପାଣ୍ଡିଆନ,ସାଗଂରେ ଥିଲେ ସଚିବ ଭିନାଲକ୍ରିଷ୍ନା, ଟି ସାଟ ପିନ୍ଧି ଫୁଲ ଫର୍ମ ରେ ଥିଲେ। ଷ୍ଟାଡିୟମରେ ବେଶ କିଛି ସମୟ କାଟିଲେ ପିଲାମାନକଂ ସହ ଭାବ ଆଦାନ ପ୍ରଦାନ କରିଥିଲେ। ନିଜ ହାତରେ ପିଲାମାନକୁଂ ମିଠା ବାଣ୍ଟିବା ସହ ପିଲାମାନକଂ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ।

ADVERTISEMENT