ଦୀପାବଳି ଅବସରରେ ବୀର ସହୀଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

33

କନ୍ଧମାଳ,୨୮।୧୦( ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଅନ୍ତର୍ଗତ ନୁଆସାହିଠାରେ ଭାରତର ବୀର ସହୀଦ ଯବାନଙ୍କୁ ଦୀପାବଳି ଅବସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯାଇଛି ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଏନଏସି ଅଧକ୍ଷା ମମତା ବେହେରା ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ବେହେରା, ନୁଆସାହି ଯୁବଗୋଷ୍ଠୀ ଯୋଗଦେଇଥିଲେ ।

ADVERTISEMENT