ଦୁର୍ଗାପୂଜା କମିଟି ଆନୁକୁଳ୍ୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ

11

ବାଲିଗୁଡ଼ା,୩୧।୧୦(ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଦୁର୍ଗାପୂଜା କମିଟି ତରଫରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣି କହଁର, ଫୁଲବାଣୀ ଏଲଆଇସି ଡ଼ିଓ ଦୁର୍ଯ୍ୟୋଧନ ନାୟକ, ଥାନାଭାର ପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ଯୋଗଦେଇଥିବା କମିଟି ସଭାପତି ଲୋକନାଥ ପାଢ଼ୀ, ସମ୍ପାଦକ ଶ୍ରୀନିବାସ ପାତ୍ର, ଉପଦେଷ୍ଟା ଭଗବତୀ ପ୍ରସାଦ ସାବତ,ସାଧାରଣ ସମ୍ପାଦକ ସୁଜିତ କୁମାର ପାଳ, ପୂର୍ବତନ ସମ୍ପାଦକ ବିଚିତ୍ରା ନନ୍ଦ ଆଚାର୍ଯ୍ୟ ଉପସ୍ଥିତ ରହିଥିବା ସହ ଆକର୍ଷଣ ଓ ଲୋକମୁଗ୍ଧ ହୋଇଥିଲା ବାହାରୁ ଆସିଥିବା କଣ୍ଠ ଶିଳ୍ପୀ ତାରିଫ ଅଜିଜ ଓ ଆଶୁତୋଷ ମହାନ୍ତିଙ୍କ ଉପରେ ଏହି କାର୍ଯ୍ୟକ୍ରମର ବହୁ ଜନସାଧାରଣ ଯୋଗଦେଇ ଉତ୍ସାହ ଓ ଉଲ୍ଲସିତ ହୋଇଥିଲେ ।

ADVERTISEMENT