ରଘନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ

18

ବ୍ରହ୍ମପୁର,୩୧।୧୦(ଗୁରୁ ପ୍ରସାଦ ପଟ୍ଟନାୟକ): ଛତ୍ରପୁର ବ୍ଳକ ଅଧିନସ୍ଥ ରଘନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରଘନାଥପୁର, ଗଞ୍ଜାମରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଏଥିରେ ପ୍ରଧାନ ଶିକ୍ଷକ ଶ୍ରୀ ବିଘ୍ନେଶ୍ୱର ପଣ୍ଡାଙ୍କ ସଭାପତିତ୍ବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତିରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ନରେନ୍ଦ୍ରପୁର ଜୋନ୍ ର CRCC ଆଶୋକ କୁମାର ଶତପଥୀ ଯୋଗଦାନ ପୂର୍ବକ ଉକ୍ତ କାର୍ଯ୍ୟକ୍ରମକୁ ସମାପନ କରିଥିଲେ। ଏବଂ ପରିଶେଷରେ ଛାତ୍ର/ଛାତ୍ରୀମାନେ ଖୁସି ଅନୁଭବ କରିଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଘ୍ନେଶ୍ୱର ପଣ୍ଡା ଘୋଷଣା କରିଥିଲେ।

ADVERTISEMENT