କାଳୀପୂଜା ଭସାଣି କାର୍ଯ୍ୟକ୍ରମ

19

କେ ନୂଆଗାଁ,୨/୧୧(ପ୍ରଶାନ୍ତ କୁମାର ନାୟକ) : ଦୁର୍ଗାପୂଜା କମିଟି ଏବଂ ମା ପାଟଖଣ୍ଡା ମନ୍ଦିର ପୂଜା କମିଟି ତରଫରୁ ଭସାଣି କାର୍ଯ୍ୟକ୍ରମ ଅତି ଧୁମ ଧାମରେ ପାଳିତ ହୋଇଛି କାଳୀପୂଜା ଭସାଣି କାର୍ଯ୍ୟକ୍ରମ ବାଲିଗୁଡ଼ା ବସଷ୍ଟାଣ୍ଡ ଠାରୁ ପିଡବ୍ଲୁଡ଼ି ଛକ ଏବଂ ଖଜୁରୀନାଳ ହୋଇ ବଡ଼ଗାଁ ପର୍ଯ୍ୟନ୍ତ ପରିକ୍ରମା କରାଯାଇଛି । ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ଲୋକନାଥ ପାଢ଼ୀ, ସେକ୍ରେଟାରୀ ଶ୍ରୀନିବାସ ପାତ୍ର, ଭଗବତୀ ପ୍ରସାଦ ସାବତ, କମିଟି ସମସ୍ତ ସଭ୍ୟ ଉପସ୍ଥିତ ରହିବା ସହ ବହୁ ଭକ୍ତ ବୃନ୍ଦ ଯୋଗଦେଇଥିଲେ ।

ADVERTISEMENT