ବିବେକାନନ୍ଦ ବିଦ୍ୟାମନ୍ଦିରରେ ଗଣେଶ ପୁଜା ପାଳିତ

43

ଦିଗପହଣ୍ଡି ,o୩/o୯(ଏଜେନସି ) : ସାନଖେମୁଣ୍ଡି ଅନ୍ତର୍ଗତ ଗୌତମି ପଞ୍ଚାୟତରେ ଗଣେଶ ପୂଜା ପାଳନ ହୋଇଛି । ବିଦ୍ୟାଳୟର ଶିକ୍ଷକ ମାନେ ଉପସ୍ଥିତ ରହି ଅଭିମନ୍ୟୁ ବେହେରା, ଚାନ୍ଦିନୀ ରେଡି, ଶିବାନି ରେଡି, ପ୍ରମୋତି ସାବତ, ଜି. ଝିଲି ରେଡି, ରାଜୀବ ଲୋଚନ ପଣ୍ଡା, ଅରବିନ୍ଦ ସ୍ୱାଇଁ, ସୁନିତା ପୋଲାଇ, କେ.ସୁଜାତା ଆଚାରୀ, ଅର୍ଚ୍ଚନା ଦଳାଇ, ତୃପ୍ତି କୁମାରୀ ଦଳାଇ, ସାଗରୀ ଭୁୟାଁ, ସଙ୍ଗୀତ ପରିଡା ଆଦି ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଗୁରୁଜୀ ,ଗୁରୁମାଙ୍କ ସହ ଛାତ୍ରଛାତ୍ରୀ ଗ୍ରହଣରେ ବିଭିନ୍ନ ସ୍ଥାନରେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ ।

ADVERTISEMENT