କନିସି ଓ ହଳଦିଆପଦର ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା

17

ବ୍ରହ୍ମପୁର,o୩/o୯(ଇ.ରଞ୍ଜନ) : କନିସି ଓ ହଳଦିଆପଦର ମଧ୍ୟସ୍ଥ ରାସ୍ତାରେ ସୋମବାର ରାତ୍ରି ପ୍ରାୟ ୧0 ଘଣ୍ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l ଯୁବକ ଜଣକ ରାସ୍ତା ଅତିକ୍ରମ କରିବା ସମୟରେ ଏକ ମାଲ ବୋଝେଇ ଟ୍ରକ ଦ୍ଵାରା ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଲାଇଛନ୍ତି l

ADVERTISEMENT