ବ୍ରହ୍ମପୁର ହିଲପାଟଣା ଠାରେ ଗଣେଶ ଚତୁର୍ଥୀ ପାଳିତ

20

ବ୍ରହ୍ମପୁର,o୩/o୯(ଇ.ରଞ୍ଜନ ) : ଗଂଜାମ ଜିଲ୍ଲା ବ୍ରହ୍ମପୁର ହିଲପାଟଣା ଠାରେ ଅବସ୍ଥିତ ଗଣେଶ ମନ୍ଦିର ପ୍ରାଙ୍ଗଣରେ ଅତି ଧୁମ ଧାମରେ ଗଣେଶ ଚତୁର୍ଥୀ ପାଳିତ ହଇଯାଇଛି । ପୂଜା ଅର୍ଚ୍ଚନା ହୋମ ଯଜ୍ଞ ପ୍ରଭୃତି ଅତି ସୁନ୍ଦର ଭାବେ ଆୟୋଜନ ହୋଇଥିଲା । ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ପୋଲିସ ପ୍ରଶାସନର ନୀରିକ୍ଷଣରେ ଗଣେଶ ପୂଜା ଅତି ଉତ୍ସବମୁଖର ସହ ସୁଚାରୁ ରୂପେ ପାଳିତ ହୋଇଯାଇଛି ।

ADVERTISEMENT