ବହୁଦା ନଦୀରୁ ଏକ ଅଜଣା ଯୁବକର ଶବ ଉଦ୍ଧାର

12

ଚିକିଟି,o୪/o୯(ସୁଦର୍ଶନ ପଣ୍ଡା ) : ନୁଆଁଗାଁ ଥାନା ଅଧିନସ୍ଥ ଭୋଳାସିଙ୍ଗି ଗ୍ରାମ ବହୁଦା ନଦୀରୁ ଅଜଣା ଯୁବକର ଶବ ଉଦ୍ଧାର କରାଯାଇଛି ।ଆଜି ସକାଳୁ ଗ୍ରାମର କିଛି ଲୋକେ ଗାଧୋଇବାକୁ ନଦୀକୁ ଯିବାବେଳେ ଶବଟି ପୋତା ହୋଇଥିବା ଦେଖି ଆତଙ୍କିତ ହୋଇଯାଇଥିଲେ । ଶେଷରେ ପୋଲିସକୁ ଖବର ଦେଇଥଲେ । ନୁଆଁଗାଁ ଥାନା ଅଧିକାରୀ ଆସି ସ୍ଥାନୀୟ ଲୋକଙ୍କ ଦ୍ୱାରା ପୋତାଯାଇଥିବା ଶବ ଉଦ୍ଧାର କରିଥିଲେ ଓ ଏହାକୁ ଶବ ବ୍ୟବଛେଦ ନିମନ୍ତେ ପଠାଇଥିଲେ,ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

ADVERTISEMENT