ବାଲିଗୁଡା ଏନଏସିର ପରିଶ୍ରାଗାର ‘ଅଳିଆ ଅବର୍ଜନା’ ଘର ପାଲଟିଛି

24

କନ୍ଧମାଳ,o୫/o୯( ସୁରେଶ କୁମାର ପଣ୍ଡା ) : ବାଲିଗୁଡା ଏନଏସିର ପରିଶ୍ରାଗାର ଅଳିଆ ଅବର୍ଜନାର ଗନ୍ତା ଘର ପାଲଟିଛି କାମ ହେଉ ନାହିଁ, ବଳବନ୍ତ ସିଂ ଉପଜିଲ୍ଲାପାଳ ଥିଲା ବେଳେ ପାଞ୍ଚଟି ହୋଇଥିଲା । ମାତ୍ର ସେଗୁଡିକ ଅକ୍ଷମ ଏହା କାର୍ଯ୍ୟକାରି କେବେ ହେବ ଏନେଇ ପ୍ରଶ୍ନ ବାଚୀ ହେଉଛି? କୌଣସି ଉନ୍ନତି ମୂଳକ କାର୍ଯ୍ୟ ହେଉନାହିଁ ଏହାର କାରଣ କଣ ? ଲୋକଙ୍କ ଅଭିଯୋଗ ଏହିକି ଯେ ଗ୍ରାମପଞ୍ଚାୟତ ଥିଲାବେଳେ ଭଲ ଥିଲା ଏନଏସି ହୋଇ କିଛି ଫଳପ୍ରଦ ହୋଇନାହିଁ ।

ADVERTISEMENT