ପଞ୍ଚାୟତ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହଇଛି

12

କୁକୁଡାଖଣ୍ଡି,o୬/o୯( ଇ.ରଞ୍ଜନ) : ପଞ୍ଚାୟତ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହଇଛି କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ପ୍ରଥମ ଥର ପାଇଁ ସରପଞ୍ଚଙ୍କ ସଭାପତିତ୍ବରେ ଭାରତ ସରକାର ପ୍ରଶିକ୍ଷଣ l ଦିନ ଦୟାଲ ଉପାଧିୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ଅନୁମୋଦନ କ୍ରମେ ଓରମାସ ଦ୍ୱାରା ପରିଚାଳିତ ଭୁବନେଶ୍ୱର ସ୍ଥିତ କୀଟ କ୍ୟାମ୍ପସ ବିଶ୍ୱ ବିଦ୍ୟାଳୟ ଓ ବ୍ରହ୍ମପୁର ଆମ୍ବପୁଆ ଠାରୁ ଆସିଥିବା ସାହି ଏକ୍ସପଟ୍ ର ଅଧିକାରୀ ମାନେ ଆସି ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ବେକାରୀ ଛାତ୍ରଛାତ୍ରୀ ମାନଙ୍କୁ ତିନି ମାସ ପ୍ରଶିକ୍ଷଣ ପରେ ନିଯୁକ୍ତି ଦେବା ପାଇଁ ପ୍ରତିଶୃତି ଦେଇ ଗ୍ରାମର 30ରୁ 40 ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକରଣ କରିଥିଲେ ଏଥିରେ ଗୋଷ୍ଟି ଗ୍ରାମ ପଞ୍ଚାୟତ ଅଧିକାରୀ ପ୍ରଶାନ୍ତ କୁମାର ରଥ ଆସି ଇଛୁକ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣକୁ ତଦନ୍ତ କରିଥିଲେ ଓ ପଞ୍ଚାୟତ ଅଧିକାରି ମାନେ ସଭାରେ ରହି ସଭା କାର୍ଯ୍ୟକ୍ରମ ସମାପ୍ତି କରିଥିଲେ ।

ADVERTISEMENT