ନୂଆଦିଲ୍ଲୀ : ଟ୍ରେନରେ ଲାଗିଲା ନିଆଁ

13

ନୂଆଦିଲ୍ଲୀ,o୬/o୯(ରବି ଦାସ) : ଦିଲ୍ଲୀ ରେଳ ଷ୍ଟେଶନରେ ଏକ ଦୁର୍ଘଟଣା ଘଟିଛି । ଷ୍ଟେଶନରେ ଛିଡା ହୋଇଥିବା ଟ୍ରେନରେ ଲାଗିଯାଇଛି ନିଆଁ। ପ୍ଲାଟଫର୍ମ ନଂ ୮ରେ ଥିବା ଚଣ୍ଡିଗଡ କୋଚବଲି ଏକ୍ସପ୍ରେସର ଏକ ବଗିରେ ହଠାତ୍‌ ନିଆଁ ଲାଗିଯାଇଛି । ଘଟଣାସ୍ଥଳରେ ଦମକଳବାହିନୀର ୪ଟି ଗାଡି ପହଞ୍ଚି ନିଆଁ ଲିଭାଉଛନ୍ତି। କୌଣସି କ୍ଷତି ହୋଇଥିବା ସୂଚନା ମିଳିନାହିଁ ।

ADVERTISEMENT