ନୂଆପଡ଼ାରେ ବିଭିନ୍ନ ଗୋଷ୍ଠୀ ଗତ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାଯ୍ୟଳୟର ସମୁଖରେ ଧାରଣା

2

ନୂଆପଡ଼ା,୨୮।୧(ଡ଼ି.ଏଚ) : ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିଭିନ୍ନ ଗ୍ରାମର ଜନଜାତିର ଲୋକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କର ଗୋଷ୍ଠୀ ଗତ ଅଧିକାର, କେତେକ ଲୋକଙ୍କୁ ଘର ନ ମିଳିବା ଅଭିଯୋଗ, ରାସ୍ତା ଘାଟ ଓ ବିଭିନ୍ନ ପ୍ରକାର ଅଧିକାର ଓ ବ୍ୟବସ୍ଥା ନ ମିଳିବା ଅଭିଯୋଗ ପାଇଁ ହଜାର ହଜାରରୁ ଉର୍ଦ୍ଧ୍ବ ସଂଖ୍ୟାରେ ଜନଜାତିର ଲୋକେ ବହୁ ସଂଖ୍ୟାରେ ରାଜରାସ୍ତାକୁ ଓହ୍ଲାଇବା ସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଥିଲେ ।

ADVERTISEMENT