ଗାଡି ସହ ଗଞେଇ ଜବତ

18

ବ୍ରହ୍ମପୁର,୪।୨(ଡି.ଏଚ) : ଦିଗପହଣ୍ଡି ଥାନା ପୁଲିସ୍ ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ସନ୍ଧ୍ୟ୫ଟା ସମୟରେ ଡେଗାଂଉସ୍ତା ଠାରେ ରାସ୍ତାରେ ବ୍ଲକିଗ୍ଂ କରି ଗାଡି ଚେକି୍ଂ କରୁଥିବା ବେଳେ ଏକ ମ୍ୟାକ୍ସପିକପ୍ (ଓଡି୩୩ଡବ୍ଲ୍ୟୁ୦୫୩୨) ଗାଡିକୁ ଯାଞବେଳେ ସେଥିରେ ଗଞେଇ ଥିବା ଜଣାପଡିଥିଲା।ସେଥିରୁ ୫୯ବସ୍ତା ଗଞେଇ ଜବତକରିଥିଲା ଆନୁମାନିକ ମୂଲ୍ୟ ୩୫ଲକ୍ଷ ଟକାଂ ହେବ। ଗାଡିର ଡ୍ରାଇଭର ଭୂବନେଶ୍ବର ବାଳକାଟିର ବିଶ୍ବରଂଜନ ବେହେରାକୁ ପୋଲିସ ଗିରଫ କରିଥିବା ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତସେଠୀ ସୂଚନା ଦେଇଛନ୍ତି।ଗାଡିଟି ପାରଳାଖେମୁଣ୍ଡି ଠାରୁ ପୁରୀ ଯାଉଥିବା ଜଣାପଡିଛି।

ADVERTISEMENT