‘ରାଜା ହିନ୍ଦୁସ୍ତାନୀ’ ଫେମ୍ ଅଭିନେତା ବୀରୁ କ୍ରିଷ୍ଣନଙ୍କ ପରଲୋକ

ମୁମ୍ବାଇ,o୮/o୯(ଏଜେନସି): ବଲିଡଡର ଲୋକପ୍ରିୟ ଅଭିନେତା ତଥା କଥକ ନୃତ୍ୟ ଗୁରୁ ବୀରୁ କ୍ରିଷ୍ଣନ୍ ଆଉ ଆମମାନଙ୍କ ଭିତରେ ନାହାନ୍ତି। ଗତକାଲି ତାଙ୍କର ପରଲୋକ ଘଟିଯାଇଛି । ଏସଂପର୍କରେ ଜଣାଶୁଣା ଅଭିନେତ୍ରୀ ଆଥିୟା ସେଟ୍ଟୀ ନିଜର ଟୁଇଟରରେ ସୂଚନା ଦେଇଛନ୍ତି। ସେ ଏଥିଲାଗି ଗଭୀର ଶୋକ ପ୍ରକାଶ କରିବା ସହ ଗୁରୁଜୀଙ୍କଠାରୁ କଠିନ ପରିଶ୍ରମ,ଶୃଙ୍ଖଳା ଏବଂ କଥକ ନୃତ୍ୟ ପ୍ରତି ପ୍ରକୃତ ଭଲପାଇବା ଶିଖାଇଥିଲେ ବୋଲି ଉଲ୍ଲେଖ କରିଛନ୍ତି।

ADVERTISEMENT