ବାଲିଗୁଡା ଲଗାଣ ବର୍ଷାରେ ରାସ୍ତାଘଟ ଓ ସମସ୍ତ ଅଞ୍ଚଳ ଜଳମଗ୍ନ

12

ବାଲିଗୁଡା,,o୮/o୯(ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିରେ ଲଗାଣ ବର୍ଷା ଫଳରେ ନାହିଁ ନ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ରାସ୍ତାର ଉଭୟ ପାର୍ଶ୍ୱରେ ନାଳର ସୁବିଧା ନଥିବାରୁ ରାସ୍ତାରେ ଆଣ୍ଠୁଏ ପାଣି ଦେଖିବାକୁ ମିଳିଥିଲା I ଯାହା ଫଳରେ ଘର ମାନଙ୍କରେ ପାଣି ପଶିବାର ଦେଖିବାକୁ ମିଳିଥିଲା ଏଭଳି ଘଟଣାଟି ଗୋଟିଏ ଡାକ୍ତରଙ୍କ ଘରେ ଦେଖିବାକୁ ମିଳିଥିଲା ସେ ଗୋଟେ ଫିଜଥେରାପି କ୍ଲିନିକ କରି ସେଠାରେ ରୁହନ୍ତି ଏହା ସହ ଚମ୍ପାସାହି ସ୍କୁଲରେ ମଧ୍ୟ୍ୟ ଆଣ୍ଠୁଏ ପାଣି ଜମା ହେବାର ଦେଖିବାକୁ ମିଳିଥିଲା ବସ ଷ୍ଟାଣ୍ଡ ପାଖ ଥିବା କଦଳୀ ବନ୍ଧର ପାଣି ରାସ୍ତାରେ ଯିବାର ଦେଖିବାକୁ ମିଳିଥିଲା l ଏହା ସହ ବନ୍ଧସାହି ସୁନାପାଙ୍ଗା, ନୁଆସାହି, ମୁଣ୍ଡାସାହି, ବିଭିନ୍ନ ସାହିରେ ରାସ୍ତାର ୨ ପାର୍ଶ୍ୱ ନାଳ ପୋତି ହୋଇଯାଇଥିବାରୁ ଏଭଳି ହୋଇଛି ବୋଲି ଅଞ୍ଚଳ ବାସୀଙ୍କ ଅଭିଯୋଗ କରିଛନ୍ତି I

ADVERTISEMENT