ସ୍ଵପ୍ନେଶ୍ଵର ମହାଦେବ ପୀଠରେ ମହାଶିବ ରାତ୍ରି

4

ବ୍ରହ୍ମପୁର, ୨୨।୨(ଡି.ଏଚ୍): ଅଙ୍କୋଲ୍ଲି ନିଗମ ନଗର ସ୍ଥିତ ଆର ଡି ସି କଲୋନୀ ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ଠାରେ ଶିବ ରାତ୍ରି ମହାସମାରୋହରେ ପାଳିତ ହୋଇଛି l ଏହି ଅବସରରେ ଆଖପାଖ ଅଞ୍ଚଳ ରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ସହିତ ଶିବ ମହାଷ୍ଟକ ଓ ଶ୍ରୀ ହରିହର ଭଜନ ସଂଘ ତରଫରୁ ଭଜନ ପରିବେଶଣ କରାଯାଇଥିଲା l ରାତ୍ରି ୧୧. ୪୫ମିନିଟ ସମୟରେ ମହାଦୀପ ଉଠିଥିଲ l

ADVERTISEMENT