ଖୁଦୁରୁକୁଣି ଓଷା :ରବିବାର ଦିନ ଚାରିପାଳିର ଶେଷ ଦିନ ପୂଜା ପାଳିତ

43

ଭୁବନେଶ୍ୱର,o୯/o୯(କୁନା ପ୍ରଧାନ) : ଭାଦ୍ରବ ମାସର ରବିବାର ଚାରିପାଳି ଖୁଦୁରୁକୁଣି ଓଷା ପାଳନ କରାଯାଏ। ଆଜି ହେଉଛି ଶେଷ ରବିବାର ଝିଅ ମାନେ ନିଜ ଭାଇ ମାନଙ୍କମଙ୍ଗଳ କାମନା ନିମନ୍ତେ ନିଷ୍ଠାର ସହ ମାଁ ମଙ୍ଗଳାଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ରବିବାର ଦିନ ବହୁ ଆଡମ୍ବର ସହ ଚାରିପାଳିର ଶେଷ ଦିନ ପୂଜା ପାଳିତ ହୋଇଯାଇଛି । ଉତ୍ସବର ସହ ପାଳନ କରାଯାଇଥିଲା । ଅଖ ପାଖ ସାତଟି ମୌଜାର ଲୋକେ ଏହି ପୂଜାରେ ( ଓଷାରେ )ଯୋଗଦାନ କରି ଗ୍ରାମଭ୍ରମଣ କରି ଅତି ଉଲ୍ଲାସର ସହ ପ୍ରସାଦ ସେବନ କରି ଘରକୁ ପ୍ରତ୍ୟାବର୍ତନ କରିଥିଲେ ।

ADVERTISEMENT