କଲ୍ୟାଣ ସିଂ ସୋମବାର ଭାଜପାରେ ଯୋଗ ଦେଇଛନ୍ତି

ଲକ୍ଷ୍ନୌ,o୯/o୯(ଏଜେନସି ) : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ରାଜସ୍ଥାନର ରାଜ୍ୟପାଳ ଭାବେ ତାଙ୍କର କାର୍ଯ୍ୟକାଳ ପୂରଣ ହେବା ପରେ ସେ ପୁଣିଥରେ ଭାଜପାରେ ଯୋଗ ଦେଇଛନ୍ତି । ସ୍ବତନ୍ତ୍ର ଦେବ ସିଂଙ୍କ ଉପସ୍ଥିତିରେ ୮୭ ବର୍ଷୀୟ କଲ୍ୟାଣ ସିଂ ଭାଜପାରେ ଯୋଗ ଦେଇଛନ୍ତି।

ADVERTISEMENT