ବିଜେପି ତରଫରୁ ଅସହାୟଙ୍କୁ ଖାଦ୍ୟବଣ୍ଟନ

61

ବ୍ରହ୍ମପୁର, ୨୩I୦୪(ଡିଏଚ) : ସାରା ବିଶ୍ୱ କରୋନା କବଳରେ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ବିପଦ ସମୟର ବନ୍ଧୁ ହବତ ଏମିତି। କରୋନା ଭଳି ମହାମାରୀ ସମୟରେ ଗରୀବ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିଥିବା ବେଳେ ସାହାଯ୍ୟର ହାତ ବଢାଇଛନ୍ତି | ଏଭଳି କ୍ଷେତ୍ରରେ ବିଜେପି ତରଫରୁ ସମାଜସେବୀ କେ. ମୋହନ ରାଓ ବ୍ରହ୍ମପୁର ମହାନଗର ବସନ୍ତ ବିହାର ଏବଂ ଆମ୍ବପୁଆ ଅଞ୍ଚଳରେ କିଛି ଗରିବଙ୍କୁ ଖାଦ୍ୟବଣ୍ଟନ କରି ସେମାନଙ୍କ ଦୁଃଖ ବୁଝିଥିଲେ I

ADVERTISEMENT