ଅଧ୍ୟକ୍ଷାଙ୍କ ସଭ୍ୟା ପଦ ରଦ୍ଦ ପରେ ଦାୟିତ୍ୱ ଭାର ଉପାଧ୍ୟକ୍ଷଙ୍କୁ ଦିଆଗଲା

2

ଦାରିଙ୍ଗବାଡ଼ି,୩୦।୪ (ଡ଼ି.ଏଚ) :କନ୍ଧମାଳ ଦାରିଙ୍ଗବାଡ଼ି ଅଧ୍ୟକ୍ଷା ସୁବେନ୍ତି ପ୍ରଧାନଙ୍କ ସଭ୍ୟା ପଦ ରଦ୍ଦ ପାଇଁ ହାଇକୋର୍ଟ ନିର୍ଦ୍ଧେଶ ଦେଇଥିଲେ ଏହି ପଦକୁ ରଦ୍ଦ କରାଯାଇ କନ୍ଧମାଳ ଜିଲ୍ଲାପାଳ ଡ଼ ବୃନ୍ଦା ଡ଼ି ଗତକାଲି ଉପାଧ୍ୟକ୍ଷ ଶ୍ରୀ ରମାକାନ୍ତ ବଳିୟାର ସିଂ ଅଧ୍ୟକ୍ଷ ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି ରମାକାନ୍ତ ବଳିୟାର ସିଂଙ୍କୁ ଦାରିଙ୍ଗବାଡ଼ି ବିଡିଓ ଶ୍ରୀ ଜଗଦୀଶ ଷଡ଼ଙ୍ଗୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ସ୍ୱାଗତ ଜଣେଇବା ସହ ସମିତି ସଭ୍ୟା ଓ ସଭ୍ୟ ମାନେ ମଧ୍ୟ୍ୟ ସ୍ୱାଗତ ଜଣେଇଥିଲେ ଦାରିଙ୍ଗବାଡ଼ିର ରହି ଯାଇଥିବା କାର୍ଯ୍ୟକୁ ଶୀଘ୍ର କରିବା ସହ କରୋନା ମୁକାବିଲା ପାଇଁ ପ୍ରଧାନ୍ୟ ଦିଆଯିବ ଆସୁଥିବା ଓଡ଼ିଆ ପରିବାରଙ୍କୁ କ୍ଵାରାଣ୍ଟଇନରେ ଠିକ ରୂପେ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ବଳିୟାରସିଂ କହିଛନ୍ତି ।

ADVERTISEMENT