ପୁରୁଣା ଇନ୍ଦିରା ଆବାସ ଗୃହ ଲଗାଣ ବର୍ଷା ଯୋଗୁଁ ସଂପୂର୍ଣ୍ଣ ନଷ୍ଟ

11

ସାନଖେମୁଣ୍ଡି ,୧୩/o୯(ଏଜେନସି) :ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଭାଳିଆଝୋଳା ଗ୍ରାମର ହରିଜନ ସାହିର ବହୁତ ଦିନ ତଳେ ପାଇଥିବା ଇନ୍ଦିରା ଆବାସ ଗୃହ ଲଗାଣ ବର୍ଷା ଯୋଗୁଁ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ୬୦ନଂ ଜୁନ ଜିଲ୍ଲା ପରିଷଦ ଗଦାଧର ସ୍ୱାଇଁ ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ତ ଘରକୁ ଯାଇ ତୁରନ୍ତ ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ADVERTISEMENT