ଦେଓଗାଁ ବ୍ଲକର ବିଭିନ୍ନ ଟିଏମସି ପରିଦର୍ଶନ କଲେ କଳିକେଶ ନାରାୟଣ ସିଂହ

3


ବଲାଙ୍ଗୀର, ୧୨।୬(ଦେବବ୍ରତ ଗୁରୁ): ଦେଓଗାଁ, ନାଇକେନଶିରା, କୁତୁର୍ଲା, ବଡବନ୍ଧ, ଲଣ୍ଡାପଥର, ଧଣ୍ଡାମାଲ ପଞ୍ଚାୟତ ର ଟିଏମସି କେନ୍ଦ୍ର ପରିଦର୍ଶନ କଲେ । ଲକଡାଉନ ସମୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବଲାଙ୍ଗିର ଜିଲ୍ଲା ର ଅନେକ ଯୁବକ ଯୁବତୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ବିଭିନ୍ନ ସ୍ଥାନରେ ଥିବା ତାଙ୍କ ବନ୍ଧୁମାନଙ୍କ ଦ୍ବାରା ତାହା ସମ୍ଭବ ହୋଇଥିବା ବେଳେ ତନମଧ୍ୟରୁ କରୁଆଁଝର ଓ ସିକୁଆଁ ର ପ୍ରବାସୀ ଶ୍ରମିକଭାଇ ମାନେ ସେଠାରେ ଶ୍ରୀ କଲିକେଶ ନାରାୟଣ ସିଂହଦେଓ ଙ୍କୁ କୃତଜ୍ଞତା ଜଣାଇଥିଲେ ।

ADVERTISEMENT