ଜଙ୍ଗଲରୁ ଏକ ଅଜଣା ବ୍ୟକ୍ତିର ଝୁଲନ୍ତା ଶବ ଉଦ୍ଧାର

15

କନ୍ଧମାଳ,୧୩/o୯(ସୁରେଶ ପଣ୍ଡା ) : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକର ଗୁଟିଙ୍ଗିଆ ପଞ୍ଚାୟତ ସାରଙ୍ଗଡ ଥାନା ନିକଟସ୍ଥତ ଜାଲାଙ୍ଗିଆ ଗ୍ରାମର ଏକ ଜଙ୍ଗଲରୁ ଏକ ଅଜଣା ବ୍ୟକ୍ତିର ଶବ ଦେଖିବାକୁ ମିଳିଛି । ଗ୍ରାମବାସୀ କିମ୍ବା ପୋଲିସ ଠାରୁ କୌଣସି ତଥ୍ୟ ମିଳିନାହିଁ। ପୋଲିସ ଏହାର ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

ADVERTISEMENT