ଆତ୍ମା ସୁରକ୍ଷା ତାଲିମ ଶିବିର ଉଦଯାପିତ

15

ବ୍ରହ୍ମପୁର,୧୩/o୯(ସାହେବ ନାୟକ ) : ଡୁରା ସ୍ଥିତ ନାସନାଲ ହାଇସ୍କୁଲ ଠାରେ ୩ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏଥିରେ ୧୪ଟି ୭0ଜଣ ଛାତ୍ରୀ ଯୋଗ ଦେଇଥିଲେ। ଏଥିରେ ଛାତ୍ରୀ ମାନେ ନିଜର ଶିକ୍ଷା କୌଶଳକୁ ପ୍ରଦର୍ଶନ କରିଥିଲେ । ଛାତ୍ରୀ ମାନେ କୌଣସି ଜାଗାରେ ନିଜକୁ ଅଶୂରଖିତ ମନ କରିଲେ ସେହି ଜାଗାରେ କିପରି ନିଜକୁ ସୁରକ୍ଷିତ ରଖିବେ ସେ ନେଇ ଶିକ୍ଷା ଦିଆ ଯାଇଥିଲା । ଗୀତାଞ୍ଜଳି ପଣ୍ଡା, ଜ୍ୟୋତ୍ରିମଇ ପଟ୍ଟନାୟକ, ମମତା ପଟ୍ଟନାୟକ, ଚନ୍ଦ୍ର କପିଳଶ୍ୱର ପରିଚାଳନାରେ ସହଯୋଗ କରି ଥିଲେ । ଶେଷରେ ବି. ଏରାୟ ଧନ୍ୟବାଦ ଅର୍ପଣ କରିଥିଲେ.

ADVERTISEMENT