ଭାଲୁର ଆତଙ୍କ

4

କଳାହାଣ୍ଡି,୨୧/୮(ଡ଼ି.ଏଚ) : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଭାଲୁର ଆତଙ୍କ ଦେଖିବାକୁ ମିଳିଥିଲା ପାଖରେ ଥିବା ଜଙ୍ଗଲରୁ ଗୋଟେ ଭାଲୁ ସହର ଭିତରକୁ ପଶି ଆସିଥିଲା l ଲୋକେ ଭାଲୁକୁ ଦେଖି ଆତଙ୍କିତ ହେଲେ l ସେହି ସମୟରେ ଜଣେ ସାଇକେଲ ଆରୋହୀ ସେ ରାସ୍ତା ଦେଇ ଯାଉଥିଲା ବେଳେ ଭାଲୁଟି ତାଙ୍କୁ ଆକ୍ରମଣ କଲା l ଆଖପାଖ ଲୋକେ ଭାଲୁକୁ ଘୋଡେଇବାରୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା l ଆହତ ଜଣକ ଡିଏଚଏଚ, କଳାହାଣ୍ଡି ଜିଲ୍ଲାରେ ଚିକିତ୍ସତ ହଉଥିବା ଖବର ମିଳିଛି l

ADVERTISEMENT